
ପିଲାଙ୍କ ସୋସିସିଆଲ ମିଡିଆ ବ୍ୟବହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ଡ୍ରାଫ୍ଟ ବା ଚିଠା ଆଇନ୍ ପ୍ରସ୍ତୁତ କରିଛନ୍ତି ।
ଏହି ଅନୁସାରେ, ୧୮ ବର୍ଷରୁ କମ୍ ବୟସର ପିଲାମାନେ ସୋସିଆଲ୍ ମିଡିଆ ଆକାଉଣ୍ଟ ଖୋଲିବା ପୂର୍ବରୁ ସେମାନଙ୍କ ପିତାମାତାଙ୍କ ସହମତି ଜରୁରୀ।
ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ ୨୦୨୩ ଅଧିକ ଏହି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିବା ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରୁ କରି କହିଛି। ଏହି ଚିଠା ଆଇନ୍ ଉପରେ ଜନସାଧାରଣ ସେମାନଙ୍କ ଆପତ୍ତି ଏବଂ ପରାମର୍ଷ ମାଇଗଭ୍ ଡଟ୍ ଇନ୍ ଓ୍ବେବସାଇଟ୍ ଯୋଗେ ଦେଇପାରିବେ।